Sunday 25 December 2022

How to Reduce Your Electric Bill

କିପରି ଆପଣ ଆପଣଙ୍କର ଇଲେକ୍ଟ୍ରିକ ବିଲ ହ୍ରାସ କରିପାରିବେ?
How to Reduce Your Electric Bill



୧. ଏସିର ତାପମାତ୍ରା ୧ ଡିଗ୍ରୀ ବୃଦ୍ଧି କରିବା ଦ୍ୱାରା ପ୍ରାୟ ୬ ଶତକଡା ବିଜୁଳି ଶକ୍ତି ସଂରକ୍ଷଣ ହୋଇଥାଏ । ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ୍), ଶକ୍ତି ବିଭାଗ, ଓଡିଶା ସରକାର

୨. ରେଫ୍ରିଜରେଟର ରେ ଅଧିକ ବରଫ ଜମିବାକୁ ଦିଅନ୍ତୁ ନାହିଁ ଏବଂ ଶକ୍ତି ସଂଚୟ କରନ୍ତୁ । ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ୍), ଶକ୍ତି ବିଭାଗ, ଓଡିଶା ସରକାର

୩.ମୋସନ୍ ସେନ୍ସର୍ ପରି ସ୍ୱୟଂଚାଳିତ ଉପକରଣ ବ୍ୟବହାର କରନ୍ତୁ ଓ ଉଲ୍ଲେଖନୀୟ ଶକ୍ତି ସଂରକ୍ଷଣ କରନ୍ତୁ । ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ୍), ଶକ୍ତି ବିଭାଗ, ଓଡିଶା ସରକାର